Job 10:20 — Compare Translations
5 translations compared side by side
Odia - 1840
"ମାରେ ଜୀବନ ପ୍ରାଯ ଶଷେ ହାଇୟୋଇଛି, ତେଣୁ ମାେତେ ଛାଡ଼ି ଦିଅ। ଯାହା କିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ଦିନ କʼଣ ଅଳ୍ପ ନୁହେଁ? ତେବେ କ୍ଷା; ହୁଅ,
Odia Bible ERV 2004 (ପବିତ୍ର ବାଇବଲ)
ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି, ତେଣୁ ମୋତେ ଛାଡ଼ିଦିଅ। ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ଦିନ କʼଣ ଅଳ୍ପ ନୁହେଁ? ତେବେ କ୍ଷାନ୍ତ ହୁଅ,
Odia IRV 2017 (ଓଡିଆ ବାଇବେଲ)
ମୋହର ଦିନ କ’ଣ ଅଳ୍ପ ନୁହେଁ? ତେବେ କ୍ଷାନ୍ତ ହୁଅ,