Job 11:1 — Compare Translations
5 translations compared side by side
Odia - 1840
"ଏହାପରେ ନାମଥାଯ ସୋଫର ଆୟୁବକୁ ଉତ୍ତର ଦଇେ କହିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,
Odia Bible ERV 2004 (ପବିତ୍ର ବାଇବଲ)
ସୋଫର ଆୟୁବକୁ ଉତ୍ତର ଦେଲା ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,
Odia IRV 2017 (ଓଡିଆ ବାଇବେଲ)
ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,