Job 13:23 — Compare Translations
5 translations compared side by side
Odia - 1840
"ମୁଁ କେତେ ପାପ କରିଛି? ମୁଁ କ'ଣ ଅଧର୍ମ କରିଛି? ମାେତେ ମାରେ ପାପ ଓ ଭୁଲ୍ ସବୁ ଜଣାଇ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ କେତେ ପାପ କରିଛି? ମୁଁ କ’ଣ ଅଧର୍ମ କରିଛି? ମୋତେ ମୋର ପାପ ଓ ଭୁଲ୍ ସବୁ ଜଣାଇ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ।
Odia IRV 2017 (ଓଡିଆ ବାଇବେଲ)
ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ।