Job 13:5 — Compare Translations

5 translations compared side by side

Odia - 1840
"ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହ;! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଗ୍ଭହେଁ ତୁମ୍ଭେ ଅନ୍ତତଃ ନୀରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା।
Odia IRV 2017 (ଓଡିଆ ବାଇବେଲ)
ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା।