Job 15:22 — Compare Translations

5 translations compared side by side

Odia - 1840
"ଜଣେ ଦୁଷ୍ଟ ବ୍ଯକ୍ତି ବହୁତ ହତାଶ, ତା'ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ଯ ପାଇଁ ଗୋଟିଏ ଖଡ୍ଗ କେଉଁଠା ରେ ହେଲେ ଅପେକ୍ଷା କରିଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଅନ୍ଧକାରରୁ ଫେରି ଆସିବ ବୋଲି ବିଶ୍ଵାସ କରେ ନାହିଁ ଓ ସେ ଖଡ଼୍‍ଗ ନିମନ୍ତେ ଅପେକ୍ଷିତ;
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ଦୁଷ୍ଟ ବ୍ୟକ୍ତି ବହୁତ ହତାଶ, ତା’ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ୟ ପାଇଁ ଗୋଟିଏ ‌‌ଖ‌ଡ଼୍‌ଗ କେଉଁଠାରେ ହେଲେ ଅପେକ୍ଷା କରିଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଅନ୍ଧକାରରୁ ଫେରି ଆସିବ ବୋଲି ବିଶ୍ୱାସ କରେ ନାହିଁ ଓ ସେ ଖଡ୍ଗ ନିମନ୍ତେ ଅପେକ୍ଷିତ;
Odia IRV 2017 (ଓଡିଆ ବାଇବେଲ)
ସେ ଅନ୍ଧକାରରୁ ଫେରି ଆସିବ ବୋଲି ବିଶ୍ୱାସ କରେ ନାହିଁ ଓ ସେ ଖଡ୍ଗ ନିମନ୍ତେ ଅପେକ୍ଷିତ;