Job 15:34 — Compare Translations
5 translations compared side by side
Odia - 1840
"କାହିଁକି? କାରଣ ମନୁଷ୍ଯଗଣ ପରମେଶ୍ବରଙ୍କ ବିନା କିଛି ନୁହଁନ୍ତି। ଯେଉଁ ଲୋକମାନଙ୍କ ପାଖ ରେ ପଇସା ଥାଏ ସମାନେେ ଲାଞ୍ଚ ନିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଅଧାର୍ମିକମାନଙ୍କ ସଙ୍ଗୀଦଳ ଅଫଳ ହେବେ ଓ ଅଗ୍ନି ଲାଞ୍ଚର ତମ୍ଵୁସବୁ ଗ୍ରାସ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
କାରଣ ମନୁଷ୍ୟଗଣ ପରମେଶ୍ୱରଙ୍କ ବିନା କିଛି ନୁହନ୍ତି। ଯେଉଁ ଲୋକମାନଙ୍କ ପାଖରେ ପଇସା ଥାଏ ସେମାନେ ଲାଞ୍ଚ ନିଅନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଅଧାର୍ମିକମାନଙ୍କ ସଙ୍ଗୀଦଳ ଅଫଳ ହେବେ ଓ ଅଗ୍ନି ଲାଞ୍ଚର ତମ୍ବୁସବୁ ଗ୍ରାସ କରିବ।
Odia IRV 2017 (ଓଡିଆ ବାଇବେଲ)
କାରଣ ଅଧାର୍ମିକମାନଙ୍କ ସଙ୍ଗୀଦଳ ଅଫଳ ହେବେ ଓ ଅଗ୍ନି ଲାଞ୍ଚର ତମ୍ବୁସବୁ ଗ୍ରାସ କରିବ।