Job 16:17 — Compare Translations

5 translations compared side by side

Odia - 1840
"ମୁଁ ଜୀବନ ରେ କାହାପ୍ରତି ନିଷ୍ଠୁର ଆଚରଣ କରିନାହିଁ ତଥାପି ଏହିସବୁ ଅମଙ୍ଗଳ ମାେତେ ଘଟିଲା। ମାରେପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଜୀବନରେ କାହାପ୍ରତି ନିଷ୍ଠୁର ଆଚରଣ କରି ନାହିଁ, ତଥାପି ଏହିସବୁ ଅମଙ୍ଗଳ ମୋତେ ଘଟିଲା। ମୋର ପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ।
Odia IRV 2017 (ଓଡିଆ ବାଇବେଲ)
ତଥାପି ମୋ’ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ।