Job 16:19 — Compare Translations

5 translations compared side by side

Odia - 1840
"ଏବେ ବି ବର୍ତ୍ତମାନ ମାେ ପାଇଁ ସ୍ବର୍ଗରାଜ୍ଯ ରେ କହେି ଜଣେ ଅଛି, ୟିଏ ମାେ ପକ୍ଷ ରେ କଥା କହିବେ। କହେି ଜଣେ ମାେ ପାଇଁ ସାକ୍ଷ୍ଯ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ଵର୍ଗରେ ଅଛନ୍ତି ଓ ମୋʼ ପକ୍ଷରେ ପ୍ରମାଣଦାତା ଊର୍ଦ୍ଧ୍ଵରେ ଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ଏବେ ବି ବର୍ତ୍ତମାନ ମୋ’ ପାଇଁ ସ୍ୱର୍ଗରାଜ୍ୟରେ କେହି ଜଣେ ଅଛି, ଯିଏ ମୋ’ ପକ୍ଷରେ କଥା କହିବେ। କେହି ଜଣେ ମୋ’ ପାଇଁ ସାକ୍ଷ୍ୟ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋ’ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।