Job 16:2 — Compare Translations
5 translations compared side by side
Odia - 1840
"ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ଵନାକାରୀ ଅଟ ।
Odia Bible ERV 2004 (ପବିତ୍ର ବାଇବଲ)
“ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି। ତୁମ୍ଭେ ତିନି ଜଣ ମୋତେ ସାନ୍ତ୍ୱନା ନ ଦେଇ ଦୁଃଖ ଦେଉଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।
Odia IRV 2017 (ଓଡିଆ ବାଇବେଲ)
“ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।