Job 16:6 — Compare Translations

5 translations compared side by side

Odia - 1840
"ତଥାପି ମୁଁ ଯଦି କ ହେ, ମାେ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ଯ ମାେତେ ସାହାୟ୍ଯ କରେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ କି ମୋହର ଆରାମ ହୁଏ?
Odia Bible ERV 2004 (ପବିତ୍ର ବାଇବଲ)
“ତଥାପି ମୁଁ ଯଦି କହେ, ମୋ’ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ୟ ମୋତେ ସାହାଯ୍ୟ କରେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ମୁଁ କଥା କହିଲେ ହେଁ ମୋ’ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।