Job 18:9 — Compare Translations

5 translations compared side by side

Odia - 1840
"ଗୋଟିଏ ୟନ୍ତା ତା'ର ପାଦକୁ ଧରିନବେ। ୟନ୍ତା ଭିତ ରେ ସେ ଦୃଢ଼ ଭାବରେ ରହିଯିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଗୋଟିଏ ଯନ୍ତା ତା’ର ପାଦକୁ ଧରିନେବ। ଯନ୍ତା ଭିତରେ ସେ ଦୃଢ଼ ଭାବରେ ରହିଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ।
Odia IRV 2017 (ଓଡିଆ ବାଇବେଲ)
ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ।