Job 19:13 — Compare Translations

5 translations compared side by side

Odia - 1840
"ସେ ମାରେ ଭାଇମାନଙ୍କୁ ମାଠାରୁେ ବହୁତ ଦୂରକୁ ନଇୟୋଇଛନ୍ତି। ମାରେ ନିଜର ସାଙ୍ଗମାନେ ମାେ ପାଇଁ ଅଚିହ୍ନା ହାଇେଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ମୋହର ଜ୍ଞାତିମାନଙ୍କୁ ମୋʼଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
“ସେ ମୋର ଭାଇମାନଙ୍କୁ ମୋ’ଠାରୁ ବହୁତ ଦୂରକୁ ନେଇଯାଇଛନ୍ତି। ମୋର ନିଜର ସାଙ୍ଗମାନେ ମୋ’ ପାଇଁ ଅଚିହ୍ନା ହୋଇଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ମୋହର ଜ୍ଞାତିମାନଙ୍କୁ ମୋʼ ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେ ମୋହର ଜ୍ଞାତିମାନଙ୍କୁ ମୋ’ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।