Job 19:17 — Compare Translations
5 translations compared side by side
Odia - 1840
"ମାରେ ପତ୍ନୀ ମାରେ ନିଶ୍ବାସର ପବନକୁ ମଧ୍ଯ ଘୃଣା କରେ। ଓ ନିଜ ଭାଇମାନେ ମାେତେ ଘୃଣା କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ନିଶ୍ଵାସ ମୋʼ ଭାର୍ଯ୍ୟା ପ୍ରତି ଓ ମୋʼ ନିବେଦନ ମୋʼ ସହୋଦର ପ୍ରତି ଘୃଣିତ ।
Odia Bible ERV 2004 (ପବିତ୍ର ବାଇବଲ)
ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ। ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ନିଶ୍ୱାସ ମୋʼ ଭାର୍ଯ୍ୟା ପ୍ରତି ଓ ମୋʼ ନିବେଦନ ମୋʼ ସହୋଦର ପ୍ରତି ଘୃଣିତ।
Odia IRV 2017 (ଓଡିଆ ବାଇବେଲ)
ମୋ’ ନିଶ୍ୱାସ ମୋ’ ଭାର୍ଯ୍ୟା ପ୍ରତି ଓ ମୋ’ ନିବେଦନ ମୋ’ ସହୋଦର ପ୍ରତି ଘୃଣିତ।