Job 19:20 — Compare Translations

5 translations compared side by side

Odia - 1840
"ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦ; ହୋଇ ବଞ୍ଚିଅଛି ।
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି। ମୋର ଚର୍ମ ଓହଳି ପଡ଼ିଲାଣି। ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି। ମୋର ଅଳ୍ପ ଜୀବନ ବାକିଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।
Odia IRV 2017 (ଓଡିଆ ବାଇବେଲ)
ମୋ’ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।