Job 19:23 — Compare Translations
5 translations compared side by side
Odia - 1840
"ମୁଁ ଚା ହେଁ କହେି ଜଣେ ମନରେଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହି ରେ ଲେଖିଛି। ମୁଁ ଚା ହେଁ ମାରେ କଥାସବୁ ପୁସ୍ତକରେ ଲିଖିତ ହାଇରହେୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହା, ଏବେ ମୋʼ କଥାସବୁ ଯେବେ ଲେଖା ଯାʼନ୍ତାଣ! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତାଣ!
Odia Bible ERV 2004 (ପବିତ୍ର ବାଇବଲ)
“ମୁଁ ଗ୍ଭହେଁ କେହି ଜଣେ ମନେରଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହିରେ ଲେଖିଛି। ମୁଁ ଗ୍ଭହେଁ ମୋର କଥାସବୁ ପୁସ୍ତକରେ ଲିଖିତ ହୋଇରହୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହା, ଏବେ ମୋʼ କଥାସବୁ ଯେବେ ଲେଖାଯାʼନ୍ତା! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା!
Odia IRV 2017 (ଓଡିଆ ବାଇବେଲ)
ଆହା, ଏବେ ମୋ’ କଥାସବୁ ଯେବେ ଲେଖା ଯା’ନ୍ତା! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା!
Recommended Reading