Job 19:29 — Compare Translations
5 translations compared side by side
Odia - 1840
"କିନ୍ତୁ ତୁମ୍ଭେ ନିଜେ ଖଡ୍ଗ ଦ୍ବାରା ଭୟଭୀତ ହବେ। କାରଣ ପରମେଶ୍ବର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ବର କବଳେ ତୁମ୍ଭକୁ ଦଣ୍ଡ ଦବୋକୁ ତାଙ୍କର ଖଡ୍ଗ ବ୍ଯବହାର କରିବେ। ସେତବେେଳେ ତୁମ୍ଭେ ଜାଣିବ ଯେ ଉପୟୁକ୍ତ ସମୟ ଆସିଲେ ସେ ହିଁ ନ୍ଯାଯ ପ୍ରଦାନ କରି ବିଚାର କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ତୁମ୍ଭେମାନେ ଖଡ଼୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ଼୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ତୁମ୍ଭେ ନିଜେ ଖଡ଼୍ଗ ଦ୍ୱାରା ଭୟଭୀତ ହେବ। କାରଣ ପରମେଶ୍ୱର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ୱର କେବଳ ତୁମ୍ଭକୁ ଦଣ୍ଡ ଦେବାକୁ ତାଙ୍କର ଖଡ଼୍ଗ ବ୍ୟବହାର କରିବେ। ସେତେବେଳେ ତୁମ୍ଭେ ଜାଣିବ ଯେ ଉପଯୁକ୍ତ ସମୟ ଆସିଲେ ସେ ହିଁ ନ୍ୟାୟ ପ୍ରଦାନ କରି ବିଗ୍ଭର କରନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।”
Odia IRV 2017 (ଓଡିଆ ବାଇବେଲ)
ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।