Job 19:5 — Compare Translations

5 translations compared side by side

Odia - 1840
"ତୁମ୍ଭେ କବଳେ ମାଠାରୁେ ଭଲ ହବୋ ପାଇଁ ଚାହୁଁଛ। ତେଣୁ ମାରେ ଅପମାନିତ ଅବସ୍ଥାକୁ ମାେ ବିରୁଦ୍ଧ ରେ ଏକ ୟୁକ୍ତି ରୂପେ ବ୍ଯବହାର କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେବେ ତୁମ୍ଭେମାନେ ନିତା; ମୋʼ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋʼ ବିରୁଦ୍ଧରେ ମୋʼ ଗ୍ଳାନିର ପ୍ରତିବାଦ କରିବ;
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ କେବଳ ମୋ’ଠାରୁ ଭଲ ହେବା ପାଇଁ ଗ୍ଭହୁଁଛ। ତେଣୁ ମୋର ଅପମାନିତ ଅବସ୍ଥାକୁ ମୋ’ ବିରୁଦ୍ଧରେ ଏକ ଯୁକ୍ତି ରୂପେ ବ୍ୟବହାର କରୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ତୁମ୍ଭେମାନେ ନିତାନ୍ତ ମୋʼ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋʼ ବିରୁଦ୍ଧରେ ମୋʼ ଗ୍ଳାନିର ପ୍ରତିବାଦ କରିବ;
Odia IRV 2017 (ଓଡିଆ ବାଇବେଲ)
ଯଦି ତୁମ୍ଭେମାନେ ନିତାନ୍ତ ମୋ’ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ’ ବିରୁଦ୍ଧରେ ମୋ’ ଗ୍ଳାନିର ପ୍ରତିବାଦ କରିବ;