Job 20:5 — Compare Translations
4 translations compared side by side
Odia - 1840
"ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦୁଷ୍ଟର ଜୟଧ୍ଵନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?
Odia IRV 2017 (ଓଡିଆ ବାଇବେଲ)
ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?