Job 21:2 — Compare Translations
5 translations compared side by side
Odia - 1840
"ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମନୋଯୋଗ କରି ମୋʼ କଥା ଶୁଣ ଓ ତାହା ତୁମ୍ଭମାନଙ୍କର ସାନ୍ତ୍ଵନା ହେଉ ।
Odia Bible ERV 2004 (ପବିତ୍ର ବାଇବଲ)
“ମୁଁ ଯାହା କହୁଛି ମନଦେଇ ଶୁଣ। ତାହା ତୁମ୍ଭମାନଙ୍କର ମୋ’ ପ୍ରତି ସାନ୍ତ୍ୱନା ହେଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ମନୋଯୋଗ କରି ମୋʼ କଥା ଶୁଣ ଓ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ହେଉ।
Odia IRV 2017 (ଓଡିଆ ବାଇବେଲ)
“ମନୋଯୋଗ କରି ମୋ’ କଥା ଶୁଣ ଓ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ହେଉ।