Job 21:26 — Compare Translations
5 translations compared side by side
Odia - 1840
"ଶଷେ ରେ ସହେି ଦୁଇ ଜଣ କବର ରେ ବିଶ୍ରାମ ନିଅନ୍ତି। କୀଟ ସହେି ଦୁଇ ଜଣଙ୍କୁ ଖାଇୟାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏମାନେ ଏକ ସମାନ ଧୂଳିରେ ଶୟନ କରନ୍ତି ଓ କୀଟ ସେମାନଙ୍କୁ ଆଚ୍ଛାଦନ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ଶେଷରେ ସେହି ଦୁଇ ଜଣ କବରରେ ବିଶ୍ରାମ ନିଅନ୍ତି। କୀଟ ସେହି ଦୁଇ ଜଣଙ୍କୁ ଖାଇଯାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏମାନେ ଏକ ସମାନ ମାଟିରେ ଶୟନ କରନ୍ତି ଓ କୀଟ ସେମାନଙ୍କୁ ଆଚ୍ଛାଦନ କରେ।
Odia IRV 2017 (ଓଡିଆ ବାଇବେଲ)
ଏମାନେ ଏକ ସମାନ ମାଟିରେ ଶୟନ କରନ୍ତି ଓ କୀଟ ସେମାନଙ୍କୁ ଆଚ୍ଛାଦନ କରେ।