Job 21:31 — Compare Translations

5 translations compared side by side

Odia - 1840
"କହେି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ଯାଯ କଲେ ବି। କହେି ତା'ର ଅନ୍ଯାଯ କାର୍ୟ୍ଯ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ସମ୍ମୁଖରେ କିଏ ତାହାର ପଥ ପ୍ରକାଶ କରିବ? ଓ କିଏ ତାହାର କୃତକର୍ମର ଫଳ ତାହାକୁ ଦେବ?
Odia Bible ERV 2004 (ପବିତ୍ର ବାଇବଲ)
କେହି ଦୁଷ୍ଟ ଲୋକକୁ ତା’ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ୟାୟ କଲେ ବି, କେହି ତା’ର ଅନ୍ୟାୟ କାର୍ଯ୍ୟ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ସମ୍ମୁଖରେ କିଏ ତାହାର ପଥ ପ୍ରକାଶ କରିବ? ଓ କିଏ ତାହାର କୃତ କର୍ମର ଫଳ ତାହାକୁ ଦେବ?
Odia IRV 2017 (ଓଡିଆ ବାଇବେଲ)
ତାହାର ସମ୍ମୁଖରେ କିଏ ତାହାର ପଥ ପ୍ରକାଶ କରିବ? ଓ କିଏ ତାହାର କୃତକର୍ମର ଫଳ ତାହାକୁ ଦେବ?