Job 21:6 — Compare Translations
5 translations compared side by side
Odia - 1840
"ମୁଁ ଯେତବେେଳେ ଚିନ୍ତା କରେ ମାେ ପ୍ରତି କ'ଣ ସବୁ ଘଟିଗଲା। ଭୟ ରେ ମାରେ ସର୍ବାଙ୍ଗ ଥରଥର କମ୍ପି ଉେଠ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ସ୍ମରଣ କଲେ ବ୍ୟାକୁଳ ହୁଏ ଓ ମୋʼ ଶରୀର କମ୍ପିତ ହୁଏ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଯେତେବେଳେ ଚିନ୍ତା କରେ ମୋ’ ପ୍ରତି କ’ଣ ସବୁ ଘଟିଗଲା। ଭୟରେ ମୋର ସର୍ବାଙ୍ଗ ଥରଥର କମ୍ପି ଉଠେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ସ୍ମରଣ କଲେ ବ୍ୟାକୁଳ ହୁଏ ଓ ମୋʼ ଶରୀର କମ୍ପିତ ହୁଏ।
Odia IRV 2017 (ଓଡିଆ ବାଇବେଲ)
ମୁଁ ସ୍ମରଣ କଲେ ବ୍ୟାକୁଳ ହୁଏ ଓ ମୋ’ ଶରୀର କମ୍ପିତ ହୁଏ।