Job 21:9 — Compare Translations
5 translations compared side by side
Odia - 1840
"ସମାନଙ୍କେ ଘର ସବୁ ନିରାପଦ ଥାଏ। ସମାନେେ କାହାରିକି ଭୟ କରନ୍ତି ନାହିଁ। ପରମେଶ୍ବର ମଧ୍ଯ ସମାନଙ୍କେୁ ଶାସ୍ତି ଦବୋକୁ ବାଡ଼ିଟିଏ ବ୍ଯବହାର କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ, କିଅବା ସେମାନଙ୍କ ଉପରେ ପରମେଶ୍ଵରଙ୍କର ଯଷ୍ଟି ନ ଥାଏ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କ ଘର ସବୁ ନିରାପଦ ଥାଏ। ସେମାନେ କାହାରିକି ଭୟ କରନ୍ତି ନାହିଁ। ପରମେଶ୍ୱର ମଧ୍ୟ ସେମାନଙ୍କୁ ଶାସ୍ତି ଦେବାକୁ ବାଡ଼ିଟିଏ ବ୍ୟବହାର କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ, କିଅବା ସେମାନଙ୍କ ଉପରେ ପରମେଶ୍ୱରଙ୍କର ଯଷ୍ଟି ନ ଥାଏ।
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ, କିଅବା ସେମାନଙ୍କ ଉପରେ ପରମେଶ୍ୱରଙ୍କର ଯଷ୍ଟି ନ ଥାଏ।