Job 22:13 — Compare Translations
5 translations compared side by side
Odia - 1840
"ଆୟୁବ ତୁମ୍ଭେ ହୁଏତ କହିପାର, 'ପରମେଶ୍ବର କ'ଣ ଜାଣନ୍ତି? ପରମେଶ୍ବର କ'ଣ ସହେି ଘନ ଅନ୍ଧକାର ବାଦଲ ମଧ୍ଯରୁ ଆମ୍ଭକୁ ଦେଖି ବିଚାର କରନ୍ତି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତୁମ୍ଭେ କହୁଅଛ, ପରମେଶ୍ଵର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?
Odia Bible ERV 2004 (ପବିତ୍ର ବାଇବଲ)
ଆୟୁବ ତୁମ୍ଭେ ହୁଏତ କହିପାର, ‘ପରମେଶ୍ୱର କ’ଣ ଜାଣନ୍ତି? ପରମେଶ୍ୱର କ’ଣ ସେହି ଘନ ଅନ୍ଧକାର ବାଦଲ ମଧ୍ୟରୁ ଆମ୍ଭକୁ ଦେଖି ବିଗ୍ଭର କରନ୍ତି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କ’ଣ ଜାଣନ୍ତି?’ ସେ ନିବିଡ଼ ଅନ୍ଧକାର ଦେଇ କ’ଣ ବିଚାର କରିପାରନ୍ତି?