Job 22:15 — Compare Translations

5 translations compared side by side

Odia - 1840
"ଆୟୁବ ତୁମ୍ଭେ ସହେି ପୁରୁଣା ବାଟରେ ଚାଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳ ରେ ଯାଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ?
Odia Bible ERV 2004 (ପବିତ୍ର ବାଇବଲ)
“ଆୟୁବ ତୁମ୍ଭେ ସେହି ପୁରୁଣା ବାଟରେ ଗ୍ଭଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳରେ ଯାଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ?
Odia IRV 2017 (ଓଡିଆ ବାଇବେଲ)
ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କ’ଣ ସେହି ପୁରାତନ ପଥ ଧରିବ?