Job 23:1 — Compare Translations

5 translations compared side by side

Odia - 1840
"ତା'ପରେ ଆୟୁବ ଉତ୍ତର ଦଲୋ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଆୟୁବ ଉତ୍ତର କରି କହିଲା, ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ- ବିଶିଷ୍ଟ;
Odia Bible ERV 2004 (ପବିତ୍ର ବାଇବଲ)
ଆୟୁବର ଉତ୍ତର ତା’ପରେ ଆୟୁବ ଉତ୍ତର ଦେଲା,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ;
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ;