Job 24:10 — Compare Translations
5 translations compared side by side
Odia - 1840
"ଗରିବ ଲୋକର ବସ୍ତ୍ର ନ ଥିବାରୁ ସମାନେେ ଉଲଗ୍ନ ହାଇେ କାମ କରନ୍ତି। ସମାନେେ ଧାନ ବିଡ଼ା ବୁହନ୍ତି, ତଥାପି ସମାନେେ କ୍ଷୁଧାର୍ତ୍ତ ହାଇେ ୟାଆନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତି ଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତିନ୍ତ
Odia Bible ERV 2004 (ପବିତ୍ର ବାଇବଲ)
ଗରିବ ଲୋକର ବସ୍ତ୍ର ନ ଥିବାରୁ ସେମାନେ ଉଲଗ୍ନ ହୋଇ କାମ କରନ୍ତି। ସେମାନେ ଧାନ ବିଡ଼ା ବୁହନ୍ତି, ତଥାପି ସେମାନେ କ୍ଷୁଧାର୍ତ୍ତ ହୋଇ ଯାଆନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତି ଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତି;
Odia IRV 2017 (ଓଡିଆ ବାଇବେଲ)
ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତି ଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତି;