Job 24:20 — Compare Translations
5 translations compared side by side
Odia - 1840
"ଏପରିକି ଦୁଷ୍ଟ ବ୍ଯକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା' ତାକୁ ପାଶୋରିବ। ତା'ର ସୁଗଠିତ ହୃଦଯ ସହିତ ଶରୀର କୀଟମାନଙ୍କ ସୁସ୍ବାଦୁ ଖାଦ୍ୟ ହବେ। ଲୋକେ ତାକୁ ମନେ ରଖିବେ ନାହିଁ। ସହେି ଦୁଷ୍ଟ ଲୋକଟି ପଚା ବାଡ଼ିପରି ଭାଙ୍ଗି ପଡ଼ିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗର୍ଭ ତାହାକୁ ପାସୋରି ଯିବ; କୀଟ ସୁସ୍ଵାଦୁ ଭକ୍ଷ୍ୟ ପରି ତାହାକୁ ଖାଇବ, ସେ ଆଉ ସ୍ମରଣ କରାଯିବ ନାହିଁ; ପୁଣି, ଅଧର୍ମ ବୃକ୍ଷ ପରି ଭଙ୍ଗା ଯିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ଦୁଷ୍ଟ ବ୍ୟକ୍ତି ମଲାପରେ ତା’ର ଗର୍ଭଧାରିଣୀ ମା’ ତାକୁ ପାଶୋରିବ। ତା’ର ସୁଗଠିତ ହୃଦୟ ସହିତ ଶରୀର କୀଟମାନଙ୍କ ସୁସ୍ୱାଦୁ ଖାଦ୍ୟ ହେବ। ଲୋକେ ତାକୁ ମନେ ରଖିବେ ନାହିଁ। ସେହି ଦୁଷ୍ଟ ଲୋକଟି ପଗ୍ଭ ବାଡ଼ିପରି ଭାଙ୍ଗି ପଡ଼ିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗର୍ଭ ତାହାକୁ ପାସୋରି ଯିବ; କୀଟ ସୁସ୍ୱାଦୁ ଭକ୍ଷ୍ୟ ପରି ତାହାକୁ ଖାଇବ, ସେ ଆଉ ସ୍ମରଣ କରାଯିବ ନାହିଁ; ପୁଣି, ଅଧର୍ମ ବୃକ୍ଷ ପରି ଭଙ୍ଗାଯିବ।
Odia IRV 2017 (ଓଡିଆ ବାଇବେଲ)
ଗର୍ଭ ତାହାକୁ ପାସୋରି ଯିବ; କୀଟ ସୁସ୍ୱାଦୁ ଭକ୍ଷ୍ୟ ପରି ତାହାକୁ ଖାଇବ, ସେ ଆଉ ସ୍ମରଣ କରାଯିବ ନାହିଁ; ପୁଣି, ଅଧର୍ମ ବୃକ୍ଷ ପରି ଭଙ୍ଗା ଯିବ।