Job 24:3 — Compare Translations
5 translations compared side by side
Odia - 1840
"ସମାନେେ ଅନାଥମାନଙ୍କ ଗଧକୁ ଚୋରାଇ ନିଅନ୍ତି। କହେି ବିଧବାର ଗାଈ ନଇେ ବନ୍ଧକ ରୂପେ ରଖନ୍ତି ଯେ ପର୍ୟ୍ଯନ୍ତ ସେ ତା'ର ପ୍ରାପ୍ଯ ପରିଶାଧେ ନ କରିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଅନାଥମାନଙ୍କ ଗଧକୁ ଗ୍ଭେରାଇ ନିଅନ୍ତି। କେହି ବିଧବାର ଗାଈ ନେଇ ବନ୍ଧକ ରୂପେ ରଖନ୍ତି ଯେପର୍ଯ୍ୟନ୍ତ ସେ ତା’ର ପ୍ରାପ୍ୟ ପରିଶୋଧ ନ କରିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି।