Job 24:8 — Compare Translations
5 translations compared side by side
Odia - 1840
"ସମାନେେ ପାହାଡ଼ ପର୍ବତ ରେ ବର୍ଷା ରେ ଭିଜନ୍ତି। ଥଣ୍ଡାରୁ ରକ୍ଷା ପାଇବାକୁ ସମାନଙ୍କେ ପାଖ ରେ କିଛି ନଥାଏ। ତେଣୁ ସମାନେେ ବଡ଼ ପଥର ପାଖ ରେ ଶରଣ ନିଅନ୍ତି ଥଣ୍ଡାରୁ ରକ୍ଷା ପାଇବା ପାଇଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି, ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ପାହାଡ଼ ପର୍ବତରେ ବର୍ଷାରେ ଭିଜନ୍ତି। ଥଣ୍ଡାରୁ ରକ୍ଷା ପାଇବାକୁ ସେମାନଙ୍କ ପାଖରେ କିଛି ନ ଥାଏ। ତେଣୁ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବଡ଼ ପଥର ପାଖରେ ଶରଣ ନିଅନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି, ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି, ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି।