Job 24:9 — Compare Translations
5 translations compared side by side
Odia - 1840
"ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ଯପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସମାନେେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ବରୂପ ରଖନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତି ଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି;
Odia Bible ERV 2004 (ପବିତ୍ର ବାଇବଲ)
ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ୟପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସେମାନେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ୱରୂପ ରଖନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତି ଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି;
Odia IRV 2017 (ଓଡିଆ ବାଇବେଲ)
କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତି ଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି;