Job 27:3 — Compare Translations
5 translations compared side by side
Odia - 1840
"ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
(କାରଣ ଏବେ ହେଁ ମୋର ଜୀବନ ମୋʼ ମଧ୍ୟରେ ସୁସ୍ଥ ଅଛି ଓ ମୋʼ ନାସିକାରେ ପରମେଶ୍ଵର ଦତ୍ତ ନିଶ୍ଵାସ ଅଛିନ୍ତ) ସେ ଜୀବିତ ଥିବା ପ୍ରମାଣେ,
Odia Bible ERV 2004 (ପବିତ୍ର ବାଇବଲ)
ଯେପର୍ଯ୍ୟନ୍ତ ମୋ’ ଶରୀରରେ ପ୍ରାଣ ଅଛି ଏବଂ ଯେପର୍ଯ୍ୟନ୍ତ ପରମେଶ୍ୱର ପ୍ରଦତ୍ତ ନିଶ୍ୱାସ ବାୟୁ ମୋ’ ନାକରୁ ନିର୍ଗତ ହେଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
(କାରଣ ଏବେ ହେଁ ମୋର ଜୀବନ ମୋʼ ମଧ୍ୟରେ ସୁସ୍ଥ ଅଛି ଓ ମୋʼ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି); ସେ ଜୀବିତ ଥିବା ପ୍ରମାଣେ,
Odia IRV 2017 (ଓଡିଆ ବାଇବେଲ)
(କାରଣ ଏବେ ହେଁ ମୋର ଜୀବନ ମୋ’ ମଧ୍ୟରେ ସୁସ୍ଥ ଅଛି ଓ ମୋ’ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି;) ସେ ଜୀବିତ ଥିବା ପ୍ରମାଣେ,