Job 28:2 — Compare Translations

5 translations compared side by side

Odia - 1840
"ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି। ପଥର ତରଳାଇ ତମ୍ବା ବାହାର କରାୟାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୃତ୍ତିକାରୁ ଲୁହା କଢ଼ାଯାଏ ଓ ପ୍ରସ୍ତରରୁ ପିତ୍ତଳ ତରଳାଯାଏ ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି, ଓ ପଥର ତରଳାଇ ତମ୍ବା ବାହାର କରାଯାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୃତ୍ତିକାରୁ ଲୁହା କଢ଼ାଯାଏ ଓ ଧାତୁ ପ୍ରସ୍ତରରୁ ପିତ୍ତଳ ତରଳାଯାଏ।
Odia IRV 2017 (ଓଡିଆ ବାଇବେଲ)
ମୃତ୍ତିକାରୁ ଲୁହା କଢ଼ାଯାଏ ଓ ଧାତୁ ପ୍ରସ୍ତରରୁ ପିତ୍ତଳ ତରଳାଯାଏ।