Job 28:22 — Compare Translations
5 translations compared side by side
Odia - 1840
"ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିନାଶ ଓ ମୃତ୍ୟୁ କହନ୍ତି, ଆମ୍ଭେମାନେ ସ୍ଵକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ ।
Odia Bible ERV 2004 (ପବିତ୍ର ବାଇବଲ)
ବିନାଶ ଓ ମୃତ୍ୟୁ ମଧ୍ୟ କହନ୍ତି, ‘ଆମ୍ଭେମାନେ ଜ୍ଞାନକୁ କେଉଁଠାରେ ପାଇ ନାହୁଁ; କେବଳ ଆମ୍ଭେମାନେ ତା’ ବିଷୟରେ ଜନରବ ଶୁଣିଅଛୁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିନାଶ ଓ ମୃତ୍ୟୁୁ କହନ୍ତି, ‘ଆମ୍ଭେମାନେ ସ୍ୱକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ।’
Odia IRV 2017 (ଓଡିଆ ବାଇବେଲ)
ବିନାଶ ଓ ମୃତ୍ୟୁୁ କହନ୍ତି, ଆମ୍ଭେମାନେ ସ୍ୱକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ।