Job 28:6 — Compare Translations

5 translations compared side by side

Odia - 1840
"ଭୂମିର ନିମ୍ନ ଭାଗ ରେ ଇନ୍ଦ୍ରନୀଳମଣୀ ଏବଂ ଶୁଦ୍ଧ ସୁବର୍ଣ୍ଣର ରଣେୁ ସଠାେରେ ଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁର ପ୍ରସ୍ତର ନୀଳକା; ମଣିର ସ୍ଥାନ ଓ ତହିଁରେ ସୁବର୍ଣ୍ଣ ରେଣୁ ଥାଏ ।
Odia Bible ERV 2004 (ପବିତ୍ର ବାଇବଲ)
ଭୂମିର ନିମ୍ନ ଭାଗରେ ଇନ୍ଦ୍ରନୀଳମଣୀ ଏବଂ ଶୁଦ୍ଧ ସୁବର୍ଣ୍ଣର ରେଣୁ ସେଠାରେ ଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁର ପ୍ରସ୍ତର ନୀଳକାନ୍ତମଣିର ସ୍ଥାନ ଓ ତହିଁରେ ସୁବର୍ଣ୍ଣ ରେଣୁ ଥାଏ।
Odia IRV 2017 (ଓଡିଆ ବାଇବେଲ)
ତହିଁର ପ୍ରସ୍ତର ନୀଳକାନ୍ତ ମଣିର ସ୍ଥାନ ଓ ତହିଁରେ ସୁବର୍ଣ୍ଣ ରେଣୁ ଥାଏ।