Job 29:15 — Compare Translations
5 translations compared side by side
Odia - 1840
"ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ଵରୂପ ଓ ଛୋଟା ପ୍ରତି ଚରଣ ସ୍ଵରୂପ ଥିଲି ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସେମାନେ ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ ସେହି ପଥରେ ଯିବାକୁ ମୁଁ ସାହାଯ୍ୟ କରୁଥିଲି। ଛୋଟା ଲୋକର ମୁଁ ପାଦ ସଦୃଶ ଥିଲି। ସେମାନେ ଯେଉଁ ସ୍ଥାନକୁ ଯିବାକୁ ଇଚ୍ଛା କରୁଥିଲେ ମୁଁ ତାଙ୍କୁ ବୋହି ନେଉଥିଲି, ମୁଁ ତାଙ୍କୁ ବୋହି ନେଉଥିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ଓ ଛୋଟା ପ୍ରତି ଚରଣ ସ୍ୱରୂପ ଥିଲି।
Odia IRV 2017 (ଓଡିଆ ବାଇବେଲ)
ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ଓ ଛୋଟା ପ୍ରତି ଚରଣ ସ୍ୱରୂପ ଥିଲି।