Job 29:20 — Compare Translations
5 translations compared side by side
Odia - 1840
"ମାେ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ନୂଆଦିନ ହାଇେଥିବ ଯାହା ମାରେ ଗୌରବ ରେ ପୂର୍ଣ୍ଣ ହବୋ ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ଯ ସାକାର କରୁଥିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ଗୌରବ ମୋʼଠାରେ ସତେଜ ଥାଏ ଓ ମୋʼ ଧନୁ ମୋʼ ହସ୍ତରେ ନୂତନୀକୃତ ହୁଏ ।
Odia Bible ERV 2004 (ପବିତ୍ର ବାଇବଲ)
ମୋ’ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଦିନ ହୋଇଥିବ, ଯାହା ମୋର ଗୌରବରେ ପୂର୍ଣ୍ଣ ହେବା ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ୟ ସାକାର କରୁଥିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ଗୌରବ ମୋʼ ଠାରେ ସତେଜ ଥାଏ ଓ ମୋʼ ଧନୁ ମୋʼ ହସ୍ତରେ ନୂତନୀକୃତ ହୁଏ।
Odia IRV 2017 (ଓଡିଆ ବାଇବେଲ)
ମୋହର ଗୌରବ ମୋ’ଠାରେ ସତେଜ ଥାଏ ଓ ମୋ’ ଧନୁ ମୋ’ ହସ୍ତରେ ନୂତନୀକୃତ ହୁଏ।