Job 30:18 — Compare Translations

5 translations compared side by side

Odia - 1840
"ଅତ୍ଯଧିକ ଶକ୍ତି ରେ ମାରେ ଲୁଗା ମାେଡ଼ିମାଡ଼ି ହାଇେ ଆକାର ବିହୀନ ହାଇୟୋଇଛି, ମାରେଲୁଗାର ଗଳାବନ୍ଧା ମାରେ ଶ୍ବାସରୋଧ କରୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ରୋଗର ପ୍ରବଳ ଶକ୍ତିରେ ମୋʼ ବସ୍ତ୍ର ବିକୃତ ହୋଇଅଛି; ତାହା ମୋʼ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ ।
Odia Bible ERV 2004 (ପବିତ୍ର ବାଇବଲ)
ଅତ୍ୟଧିକ ଶକ୍ତିରେ ମୋର ଲୁଗା ମୋଡ଼ିମାଡ଼ି ହୋଇ ଆକାର ବିହୀନ ହୋଇଯାଇଛି, ମୋର ଲୁଗାର ଗଳାବନ୍ଧା ମୋର ଶ୍ୱାସରୋଧ କରୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ରୋଗର ପ୍ରବଳ ଶକ୍ତିରେ ମୋʼ ବସ୍ତ୍ର ବିକୃତ ହୋଇଅଛି; ତାହା ମୋʼ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ।
Odia IRV 2017 (ଓଡିଆ ବାଇବେଲ)
ମୋ’ ରୋଗର ପ୍ରବଳ ଶକ୍ତିରେ ମୋ’ ବସ୍ତ୍ର ବିକୃତ ହୋଇଅଛି; ତାହା ମୋ’ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ।