Job 31:12 — Compare Translations

5 translations compared side by side

Odia - 1840
"ୟୌନାଚାର ପାପ ହେଉଛି ଏଭଳି ଏକ ଅଗ୍ନି ସବୁ କିଛିକୁ ଧ୍ବଂସ କଲା ପର୍ୟ୍ଯନ୍ତ ଜଳୁଥାଏ। ଏହା ମାରେ କରିଥିବା ସମସ୍ତ କାର୍ୟ୍ଯକୁ ନଷ୍ଟ କରିଦଇେ ପା ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ତାହା ସର୍ବନାଶକ ଗ୍ରାସକାରୀ ଅଗ୍ନି ଓ ମୋʼ ସର୍ବସ୍ଵର ମୂଳୋତ୍ପାଟନ କରନ୍ତା ।
Odia Bible ERV 2004 (ପବିତ୍ର ବାଇବଲ)
ଯୌନାଗ୍ଭର ପାପ ହେଉଛି ଏଭଳି ଏକ ଅଗ୍ନି ସବୁକିଛିକୁ ଧ୍ୱଂସ କଲା ପର୍ଯ୍ୟନ୍ତ ଜଳୁଥାଏ। ଏହା ମୋର କରିଥିବା ସମସ୍ତ କାର୍ଯ୍ୟକୁ ନଷ୍ଟ କରିଦେଇ ପାରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ତାହା ସର୍ବନାଶକ ଗ୍ରାସକାରୀ ଅଗ୍ନି ଓ ମୋʼ ସର୍ବସ୍ୱର ମୂଳୋତ୍ପାଟିତ କରନ୍ତା।
Odia IRV 2017 (ଓଡିଆ ବାଇବେଲ)
କାରଣ ତାହା ସର୍ବନାଶକ ଗ୍ରାସକାରୀ ଅଗ୍ନି ଓ ମୋ’ ସର୍ବସ୍ୱର ମୂଳୋତ୍ପାଟିତ କରନ୍ତା।