Job 31:14 — Compare Translations
5 translations compared side by side
Odia - 1840
"ତବେେ ପରମେଶ୍ବରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ'ଣ କରିବି? ମୁଁ ଯାହା କରିଛି ତା'ର ବ୍ଯାଖ୍ଯା କରିବାକୁ ପରମେଶ୍ବର ଯଦି କହନ୍ତି ତବେେ ମୁଁ କି ଉତ୍ତର ଦବେି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ପରମେଶ୍ଵର ଉଠିଲେ, ମୁଁ କଅଣ କରିବି? ଓ ସେ ତତ୍ତ୍ଵ କଲେ, ମୁଁ ତାହାଙ୍କୁ କି ଉତ୍ତର ଦେବି?
Odia Bible ERV 2004 (ପବିତ୍ର ବାଇବଲ)
ତେବେ ପରମେଶ୍ୱରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ’ଣ କରିବି? ମୁଁ ଯାହା କରିଛି ତା’ର ବ୍ୟାଖ୍ୟା କରିବାକୁ ପରମେଶ୍ୱର ଯଦି କହନ୍ତି ତେବେ ମୁଁ କି ଉତ୍ତର ଦେବି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ପରମେଶ୍ୱର ଉଠିଲେ, ମୁଁ କଅଣ କରିବି? ଓ ସେ ବିଚାର କଲେ, ମୁଁ ତାହାଙ୍କୁ କି ଉତ୍ତର ଦେବି?
Odia IRV 2017 (ଓଡିଆ ବାଇବେଲ)
ତେବେ ପରମେଶ୍ୱର ଉଠିଲେ, ମୁଁ କଅଣ କରିବି? ଓ ସେ ବିଚାର କଲେ, ମୁଁ ତାହାଙ୍କୁ କି ଉତ୍ତର ଦେବି?