Job 31:20 — Compare Translations
5 translations compared side by side
Odia - 1840
"ମୁଁ ସବୁବେଳେ ସମାନଙ୍କେୁ ବସ୍ତ୍ର ଦଇେଛି ଓ ମାେ ନିଜ ମେଣ୍ଢାର ପଶମ ଦଇେ ସମାନଙ୍କେୁ ଉଷ୍ଣତା ଦଇେଛି ଏବଂ ସମାନେେ ମଧ୍ଯ ହୃଦଯଭଳି ମାେତେ ଆଶୀର୍ବାଦ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେବେ ତାହାର କଟିଦେଶ ମୋତେ ଆଶୀର୍ବାଦ କରି ନ ଥାଏ ଓ ସେ ମୋʼ ମେଷଲୋମରେ ଉଷ୍ଣ ହୋଇ ନ ଥାଏ;
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ତାହାର କଟିଦେଶ ମୋତେ ଆଶୀର୍ବାଦ କରି ନ ଥାଏ ଓ ସେ ମୋʼ ମେଷଲୋମରେ ଉଷ୍ଣ ହୋଇ ନ ଥାଏ;
Odia IRV 2017 (ଓଡିଆ ବାଇବେଲ)
ଯଦି ତାହାର କଟିଦେଶ ମୋତେ ଆଶୀର୍ବାଦ କରି ନ ଥାଏ ଓ ସେ ମୋ’ ମେଷଲୋମରେ ଉଷ୍ଣ ହୋଇ ନ ଥାଏ;