Job 31:29 — Compare Translations

5 translations compared side by side

Odia - 1840
"ମାରେ ଶତ୍ରୁମାନେ ଯେତବେେଳେ ଧ୍ବଂସ ହାଇେ ୟାଆନ୍ତି, ସେତବେେଳେ ମୁଁ ଖୁସି ହୁଏ ନାହିଁ। ସମାନଙ୍କେ ବିପଦ ସମୟରେ ମୁଁ କବେେ ହ ସେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ଘୃଣାକାରୀର ବିନାଶରେ ଯେବେ ମୁଁ ଆନନ୍ଦ କରିଥାଏ, ଅବା ଅମଙ୍ଗଳ ତାହାର ଉଦ୍ଦେଶ୍ୟ ପାଇବା ବେଳେ ଦର୍ପ କରିଥାଏ;
Odia Bible ERV 2004 (ପବିତ୍ର ବାଇବଲ)
“ମୋର ଶତ୍ରୁମାନେ ଯେତେବେଳେ ଧ୍ୱଂସ ହୋଇ ଯାଆନ୍ତି, ସେତେବେଳେ ମୁଁ ଖୁସୀ ହୁଏ ନାହିଁ। ସେମାନଙ୍କ ବିପଦ ସମୟରେ ମୁଁ କେବେ ହସେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ଘୃଣାକାରୀର ବିନାଶରେ ଯଦି ମୁଁ ଆନନ୍ଦ କରିଥାଏ, ଅବା ଅମଙ୍ଗଳ ତାହାର ଉଦ୍ଦେଶ୍ୟ ପାଇବା ବେଳେ ଦର୍ପ କରିଥାଏ;
Odia IRV 2017 (ଓଡିଆ ବାଇବେଲ)
ମୋ’ ଘୃଣାକାରୀର ବିନାଶରେ ଯଦି ମୁଁ ଆନନ୍ଦ କରିଥାଏ, ଅବା ଅମଙ୍ଗଳ ତାହାର ଉଦ୍ଦେଶ୍ୟ ପାଇବା ବେଳେ ଦର୍ପ କରିଥାଏ;