Job 31:34 — Compare Translations
5 translations compared side by side
Odia - 1840
"ଅନ୍ୟ ଲୋକମାନେ କ'ଣ କହିବେ ତାହାକୁ ମୁଁ କବେେ ଭୟ କରି ନାହିଁ। ସହେି ଭୟ ମାେତେ କବେେ ନିରବ କରାଇ ନାହିଁ। ବାହାରକୁ ୟିବା ପାଇଁ ମାେତେ କବେେ ପ୍ରତି ରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କବେେ ଭୟ କରି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମହାଜନତାକୁ ଭୟ କରିବାରୁ ଓ ଗୋଷ୍ଠୀୟ-ମାନଙ୍କ ତୁଚ୍ଛତା ମୋତେ ତ୍ରସ୍ତ କରିବାରୁ ଯେବେ ମୁଁ ନୀରବ ହୋଇ ଦ୍ଵାର ବାହାରକୁ ଯାଇ ନ ଥାଏ-
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ଲୋକମାନେ କ’ଣ କହିବେ ତାହାକୁ ମୁଁ କେବେ ଭୟ କରି ନାହିଁ। ସେହି ଭୟ ମୋତେ କେବେ ନୀରବ କରାଇ ନାହିଁ। ବାହାରକୁ ଯିବା ପାଇଁ ମୋତେ କେବେ ପ୍ରତିରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କେବେ ଭୟ କରି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମହାଜନତାକୁ ଭୟ କରିବାରୁ ଓ ଗୋଷ୍ଠୀୟମାନଙ୍କ ତୁଚ୍ଛତା ମୋତେ ତ୍ରସ୍ତ କରିବାରୁ ଯଦି ମୁଁ ନୀରବ ହୋଇ ଦ୍ୱାର ବାହାରକୁ ଯାଇ ନ ଥାଏ -
Odia IRV 2017 (ଓଡିଆ ବାଇବେଲ)
ମହାଜନତାକୁ ଭୟ କରିବାରୁ ଓ ଗୋଷ୍ଠୀୟମାନଙ୍କ ତୁଚ୍ଛତା ମୋତେ ତ୍ରସ୍ତ କରିବାରୁ ଯଦି ମୁଁ ନୀରବ ହୋଇ ଦ୍ୱାର ବାହାରକୁ ଯାଇ ନ ଥାଏ-