Job 31:6 — Compare Translations
5 translations compared side by side
Odia - 1840
"ଯଦି ପରମେଶ୍ବର ଯଥାର୍ଥ ମାନଦଣ୍ଡ ବ୍ଯବହାର କରନ୍ତି, ତବେେ ସେ ଜାଣିପାରିବେ ମୁଁ ନିରପରାଧୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ମୁଁ ଧର୍ମନିକ୍ତିରେ ତୌଲା ଯାଏ, ତହିଁରେ ପରମେଶ୍ଵର ମୋହର ସରଳତା ଜାଣି ପାରିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ପରମେଶ୍ୱର ଯଥାର୍ଥ ମାନଦଣ୍ଡ ବ୍ୟବହାର କରନ୍ତି, ତେବେ ସେ ଜାଣି ପାରିବେ ମୁଁ ନିରପରାଧୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ମୁଁ ଧର୍ମ ନିକ୍ତିରେ ତୌଲାଯାଏ, ତହିଁରେ ପରମେଶ୍ୱର ମୋହର ସରଳତା ଜାଣି ପାରିବେ।
Odia IRV 2017 (ଓଡିଆ ବାଇବେଲ)
ତେବେ ମୁଁ ଧର୍ମ ନିକ୍ତିରେ ତୌଲା ଯାଏ, ତହିଁରେ ପରମେଶ୍ୱର ମୋହର ସରଳତା ଜାଣି ପାରିବେ।