Job 32:10 — Compare Translations

5 translations compared side by side

Odia - 1840
"ତେଣୁ ଦୟାକରି ମାେ କଥା ଶୁଣନ୍ତୁ। ଏବଂ ମୁଁ କ'ଣ ଭାବୁଛି ତାହା କହିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିପାଇଁ ମୁଁ କହିଲି, ମୋʼ କଥା ଶୁଣ; ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି ।
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଦୟାକରି ମୋ’ କଥା ଶୁଣନ୍ତୁ। ଏବଂ ମୁଁ କ’ଣ ଭାବୁଛି ତାହା କହିବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିପାଇଁ ମୁଁ କହିଲି, ‘ମୋʼ କଥା ଶୁଣ; ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି।’
Odia IRV 2017 (ଓଡିଆ ବାଇବେଲ)
ଏଥିପାଇଁ ମୁଁ କହିଲି, ‘ମୋ’ କଥା ଶୁଣ; ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି।’