Job 32:14 — Compare Translations

5 translations compared side by side

Odia - 1840
"ଆୟୁବ ତାଙ୍କ ୟୁକ୍ତି ମାେ ଆଗ ରେ ଉପସ୍ଥାପିତ କରି ନାହାନ୍ତି। ଆପଣ ତିନିଜଣ ବ୍ଯବହାର କରିଥିବା ୟୁକ୍ତିକୁ ମୁଁ ବ୍ଯବହାର କରିବି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେ ମୋʼ ବିରୁଦ୍ଧରେ କଥା କହି ନାହିଁ, କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଆୟୁବ ତାଙ୍କ ଯୁକ୍ତି ମୋ’ ଆଗରେ ଉପସ୍ଥାପିତ କରି ନାହାନ୍ତି। ଆପଣ ତିନି ଜଣ ବ୍ୟବହାର କରିଥିବା ଯୁକ୍ତିକୁ ମୁଁ ବ୍ୟବହାର କରିବି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେ ମୋʼ ବିରୁଦ୍ଧରେ କଥା କହି ନାହିଁ, କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ।
Odia IRV 2017 (ଓଡିଆ ବାଇବେଲ)
କାରଣ ସେ ମୋ’ ବିରୁଦ୍ଧରେ କଥା କହି ନାହିଁ, କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ।