Job 32:20 — Compare Translations

5 translations compared side by side

Odia - 1840
"ତେଣୁ ମୁଁ ନିଶ୍ଚଯ କହିବି। ତା'ପରେ ମୁଁ ବିଶ୍ବାସ ଅନୁଭବ କରିବି। ଆଯବର ୟୁକ୍ତିର ମୁଁ ଉତ୍ତର ଦବେି ଓ ନିଶ୍ଚଯ କହିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଉଶ୍ଵାସ ପାଇବା ପାଇଁ କଥା କହିବି; ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ମୁଁ ନିଶ୍ଚୟ କହିବି। ତା’ପରେ ମୁଁ ବିଶ୍ୱାସ ଅନୁଭବ କରିବି। ଆୟୁବର ଯୁକ୍ତିର ମୁଁ ଉତ୍ତର ଦେବି ଓ ନିଶ୍ଚୟ କହିବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି; ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି।
Odia IRV 2017 (ଓଡିଆ ବାଇବେଲ)
ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି; ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି।