Job 32:22 — Compare Translations
5 translations compared side by side
Odia - 1840
"ଗୋଟିଏ ବ୍ଯକ୍ତିଠାରୁ ଆଉ ଗୋଟିଏ ବ୍ଯକ୍ତିକୁ ଅଧିକ ଭଲ ବ୍ଯବହାର କରିପାରିବି ନାହିଁ। ଯଦି ମୁଁ କରେ ପରମେଶ୍ବର ମାେତେ ଦଣ୍ଡ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ; କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଗୋଟିଏ ବ୍ୟକ୍ତିଠାରୁ ଆଉ ଗୋଟିଏ ବ୍ୟକ୍ତିକୁ ଅଧିକ ଭଲ ବ୍ୟବହାର କରି ପାରିବି ନାହିଁ। ଯଦି ମୁଁ କରେ ପରମେଶ୍ୱର ମୋତେ ଦଣ୍ଡ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ; କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ।
Odia IRV 2017 (ଓଡିଆ ବାଇବେଲ)
କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ; କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ।