Job 32:7 — Compare Translations

5 translations compared side by side

Odia - 1840
"ମୁଁ ନିଜେ ଚିନ୍ତା କରୁଥିଲି, 'ବଯସ୍କ ଲୋକମାନେ ପ୍ରଥମେ କହିବା ଉଚିତ। ସମାନେେ ଅନକେ ଦିନ ହେଲା ବଞ୍ଚିଛନ୍ତି। ସମାନେେ ଅନକେ କଥା ଶିଖିଛନ୍ତି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ କହିଲି, ଦିନସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ନିଜେ ଚିନ୍ତା କରୁଥିଲି, ‘ବୟସ୍କ ଲୋକମାନେ ପ୍ରଥମେ କହିବା ଉଚିତ୍। ସେମାନେ ଅନେକ ଦିନ ହେଲା ବଞ୍ଚିଛନ୍ତି। ସେମାନେ ଅନେକ କଥା ଶିଖିଛନ୍ତି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ କହିଲି, ‘ଦିନସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ।’
Odia IRV 2017 (ଓଡିଆ ବାଇବେଲ)
ମୁଁ କହିଲି, ଦିନସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ।