Job 33:1 — Compare Translations
5 translations compared side by side
Odia - 1840
"ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାହା ହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର ।
Odia Bible ERV 2004 (ପବିତ୍ର ବାଇବଲ)
“ଆୟୁବ ବର୍ତ୍ତମାନ ମୋର କଥା ଶୁଣ। ଯେଉଁ ବିଷୟ ମୁଁ କହୁଛି, ତାହା ସାବଧାନ ହୋଇ ଶୁଣ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାହାହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର।
Odia IRV 2017 (ଓଡିଆ ବାଇବେଲ)
ଯାହା ହେଉ, ବିନୟ କରୁଅଛି, ହେ ଆୟୁବ, ମୋ’ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର।